ଦୀପ୍ୟ Dīpya
- ସଂ. ବିଣ. (ଦୀପ୍ ଧାତୁ+କର୍ମ. ଯ) — ପ୍ରଜ୍ୱଳନଯୋଗ୍ୟ; ଦୀପନଯୋଗ୍ୟ — Fit to be ignited; inflammable
- ସଂ. ବିଣ. (ଦୀପ୍ ଧାତୁ+କର୍ମ. ଯ) — ଜୀର୍ଣ୍ଣକାରକ — Digestive (Apte)
- ବି. ପୁଂ — ମୟୂରଶିଖା — The tuft features on the head of a peacock
- ବି. ପୁଂ — ଯୁଆଣୀ — Caraway seed
- ବି. ପୁଂ — ଚାରା — Wite cumin seed
- ବି. ପୁଂ — ରୁଦ୍ରଜଟା — The matted hair of Rudra (Apte)
- ବି. ପୁଂ — ରୁଦ୍ରଜଟା; ଲତାବିଶେଷ — A kind of creeper