ଦୀପ୍ତ Dīpta

  • ସଂ. ବିଣ. (ଦୀପ୍ ଧାତୁ+କର୍ତ୍ତୃ. ତ) — ପ୍ରଜ୍ୱଳିତ; ଜଳୁଥିବା — Burning
  • ସଂ. ବିଣ. (ଦୀପ୍ ଧାତୁ+କର୍ତ୍ତୃ. ତ) — ଦହକୁଥିବା — Blazing
  • ସଂ. ବିଣ. (ଦୀପ୍ ଧାତୁ+କର୍ତ୍ତୃ. ତ) — ଦୀପ୍ତିଯୁକ୍ତ; ଉଜ୍ୱଳ — Luminous; radiant lustrous bright
  • ସଂ. ବିଣ. (ଦୀପ୍ ଧାତୁ+କର୍ତ୍ତୃ. ତ) — ଦଗ୍ଧ — Burnt
  • ସଂ. ବି — ସିଂହ — Lion
  • ସଂ. ବି — ସ୍ୱର୍ଣ୍ଣ — Gold
  • ସଂ. ବି — ହିଙ୍ଗୁଳ — Vermillion; cinnabar; red orpiment; sulphide of mercury