ଦୀପ୍ତାଗ୍ନି Dīptāgni
- ସଂ. ବି. (ଦୀପ୍ତ+ଅଗ୍ନି=ଜଠରାନଳ) — (ବହୁବ୍ରୀହି) ଅଗସ୍ତି ମୁନି — The sage Agasti
- ସଂ. ବି. (ଦୀପ୍ତ+ଅଗ୍ନି=ଜଠରାନଳ) — (କର୍ମଧା) ଜଳୁଥିବା ନିଆଁ — Blazing fire
- ସଂ. ବି. (ଦୀପ୍ତ+ଅଗ୍ନି=ଜଠରାନଳ) — ତୀକ୍ଷ୍ଣ ଜଠରାନଳ — Sharp appetite
- ବିଣ — ତୀକ୍ଷ୍ଣ ଜଠରାନଳବିଶିଷ୍ଟ — Of good digestion; able to digest any food; of sharp appetite
- ବିଣ — ଅତ୍ୟନ୍ତ କ୍ଷୁଧାର୍ତ୍ତ — Very hungry