ଦୀପ୍ତରସ Dīptarasa

  • ସଂ. ବି. (ଦୀପ୍ତ=ଦୀପ୍ତିଯୁକ୍ତ+ରସ) — (ବହୁବ୍ରୀହି) ଜିଆ; ଜିଆ ନାଡ଼ — Earth worm
  • ସଂ. ବି. (ଦୀପ୍ତ=ଦୀପ୍ତିଯୁକ୍ତ+ରସ) — (କର୍ମଧାରୟ) ଉଜ୍ୱଳ ଦୀପ୍ତିଯୁକ୍ତ ରସ — Bright juice