ଦୀପିକା Dīpikā
- ସଂ. ବି. (ଦୀପକ+ସ୍ତ୍ରୀ. ଆ) — ଟୀକା ଗ୍ରନ୍ଥବିଶେଷ — A commentary; a title of annotation off various books (e.g. Astrology Grammar)
- ସଂ. ବି. (ଦୀପକ+ସ୍ତ୍ରୀ. ଆ) — (ଯଥା—ଶ୍ରୀ ନିବାସ ଦୀପିକା।)
- ସଂ. ବି. (ଦୀପକ+ସ୍ତ୍ରୀ. ଆ) — ଚନ୍ଦ୍ରକିରଣ; ଜ୍ୟୋସ୍ନା — Moon-light
- ସଂ. ବି. (ଦୀପକ+ସ୍ତ୍ରୀ. ଆ) — ରାଗିଣୀବିଶେଷ — Name of a sub-tune in Hindu music
- ସଂ. ବି. (ଦୀପକ+ସ୍ତ୍ରୀ. ଆ) — ଆଲୋକ — Light; a torch
- ସଂ. ବି. (ଦୀପକ+ସ୍ତ୍ରୀ. ଆ) — ଛୋଟ ଦୀପ — Small lamp
- ସଂ. ବିଣ. (ଦୀପିକ+ସ୍ତ୍ରୀ. ଆ) — ଦୀପକର ସ୍ତ୍ରୀ ଲିଙ୍ଗ — Feminine of Dīpaka
- ଦେ. ବି — କଟକ ପ୍ରିଣ୍ଟିଙ୍ଗ କୋମ୍ପାନୀରୁ ପ୍ରକାଶିତ ସ୍ୱର୍ଗୀୟ ରାୟ ବାହାଦୁର ଗୌରିଶଙ୍କର ରାୟଙ୍କ ପ୍ରତିଷ୍ଠିତ ଉତ୍କଳର ପ୍ରାଚୀନତମ ସାପ୍ତାହିକ ପତ୍ରିକା; ଉତ୍କଳ ଦୀପିକା — The Utkal Dīpikā, the oldest Oriya weekly paper published from the Cuttack printing Company and started by the late Rai Bahadur Gouri Sankar Roy