ଦୀପାବଳୀ ଅମାବାସ୍ୟା Dīpābaḻi amābāsyā
- ସଂ. ବି — ମାର୍ଗଶିର ଅମାବାସ୍ୟା — 1. The new-moon day of the month of Mārgaṡira
- ସଂ. ବି — [ଦ୍ର—ଏ ଦିନ ହିନ୍ଦୁ ଗୃହସ୍ଥମାନେ ଦେବାଳୟରେ ଦୀପାବଳୀ ପ୍ରଜ୍ୱଳନ କରନ୍ତି ଓ ଜଗନ୍ନାଥ ମନ୍ଦିରରେ ଦୀପାବଳୀ ଉତ୍ସବ ହୁଏ।]
- ସଂ. ବି — କାର୍ତ୍ତିକ ଅମାବାସ୍ୟା — The new-moon day of Kārttika. (month)
- ସଂ. ବି — [ଦ୍ର—ଏହାକୁ ପ୍ରଦୀପାମାବାସ୍ୟା ବା ଦେବାଲି ଅମାବାସ୍ୟା କୁହା— ଯାଏ। ଏ ଦିନ ସନ୍ଧ୍ୟା ପରେ ଶ୍ରାଦ୍ଧ କରାଯାଏ। ଓ ପିତୃଲୋକଙ୍କୁ ଦୀପଦାନ କରାଯାଏ ଓ ଗୃହାଦି ଦୀପାବଳୀ ଦ୍ୱାରା ସୁଶୋଭିତ କରାଯାଏ। ଖ୍ରୀଷ୍ଟପୂର୍ବ 527 ରେ ଜୈନଗୁରୁ ମହାବୀର କାର୍ତ୍ତିକ ମାସ ସ୍ୱାତି ନକ୍ଷତ୍ରରେ ଅମାବାସ୍ୟା ଦିନ ରାତ୍ରି ଶେଷରେ ନିର୍ବାଣ ପ୍ରାପ୍ତ ହୋଇ— ଥିଲେ। ଏଥିପାଇଁ ଜୈନମାନେ ମଧ୍ୟ ଏ ଦୀପଦାନ ଉତ୍ସବ କରନ୍ତି—ଜ୍ଞାନେନ୍ଦ୍ରଙ୍କ ଉଦ୍ଧୃତ ହରିବଂଶ।] — [ଦ୍ର—ଏହାକୁ ପ୍ରଦୀପାମାବାସ୍ୟା ବା ଦେବାଲି ଅମାବାସ୍ୟା କୁହା— ଯାଏ ଏ ଦିନ ସନ୍ଧ୍ୟା ପରେ ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ଦୀପଦାନ କରାଯାଏ ଓ ଗୃହାଦି ଦୀପାବଳୀ ଦ୍ୱାରା ସୁଶୋଭିତ କରାଯାଏ ଖ୍ରୀଷ୍ଟପୂର୍ବ527ରେ ଜୈନଗୁରୁ ମହାବୀର କାର୍ତ୍ତିକ ମାସ ସ୍ୱାତି ନକ୍ଷତ୍ରରେ ଅମାବାସ୍ୟା ଦିନ ରାତ୍ରି ଶେଷରେ ନିର୍ବାଣ ପ୍ରାପ୍ତ ହୋଇ— ଥିଲେ ଏଥିପାଇଁ ଜୈନମାନେ ମଧ୍ୟ ଏ ଦୀପଦାନ ଉତ୍ସବ କରନ୍ତି—ଜ୍ଞାନେନ୍ଦ୍ରଙ୍କ ଉଦ୍ଧୃତ ହରିବଂଶ]