ଦୀପଶଳାକା Dīpaṡaḻākā

  • ସଂ. ବି. (ଦୀପ+ଶଳାକା; 6 ଷ୍ଠୀ ତତ୍) — ଦୀପର ବତୀକୁ ତେଜିବା କାଠି; ତେଜଣାକାଠି; ଦୀପପେଲା — A pick used in pushing out or trimming the wick of a lamp
  • ସଂ. ବି. (ଦୀପ+ଶଳାକା; 6 ଷ୍ଠୀ ତତ୍) — ଦିଆସିଲି — Match-stick