ଦୀପମାଳା Dīpamāḻā

  • ସଂ. ବି. (ଦୀପ+ମାଳା; 6 ଷ୍ଠୀ ତତ୍) — ଦୀପପୁଞ୍ଜ (ଦେଖ) — Dīpapun̄ja (See)
  • ସଂ. ବି. (ଦୀପ+ମାଳା; 6 ଷ୍ଠୀ ତତ୍) — ଦଶାକ୍ଷର ଛନ୍ଦୋବିଶେଷ (ଜ୍ଞାନେନ୍ଦ୍ର) — A metre of ten syllables