ଦୀପକିଟ୍ଟ Dīpa kiṭṭa

  • ସଂ. ବି.—(ଦୀପ+କିଟ୍ଟ, ତୈଳାଦି କଳ୍କ, 6 ଷ୍ଠୀତତ୍) — ଦୀପଶିଖାରୁ ଉତ୍ପନ୍ନ କଳା ବା କଜ୍ଜଳ କଳା — Lamp black; soot; collyrium