ଦୀପ ପେଲିବା Dīpa pelibā

  • ଦେ. କ୍ରି — ଦୀପର ଶିଖାକୁ ପ୍ରଖର କରିବାପାଇଁ ଅର୍ଥାତ୍ ଦୀପକୁ ଜଳାଇରଖିବା ପାଇଁ ଦୀପରେ ପଡ଼ିଥିବା ବଳିତାକୁ କାଠି ବା ଆଙ୍ଗୁଠିରେ ତେଜିବା — To trim a lamp