ଦୀନାର Dīnāra

  • ସଂ. ବି (ତୁଳ. ଗ୍ରୀକ୍ ଦୀନାରିୟସ୍ ଆ. ଦୀନର୍= ଆରବ ଦେଶୀୟ ସ୍ୱର୍ଣ୍ଣମୁଦ୍ରା; ସଂ. ଦୀନ+ଋ ଧାତୁ=ଯାହା ଦରିଦ୍ରକୁ ଦିଆଯାଏ; ଗମନ କରିବା+କର୍ମ. ଅ) — ସ୍ୱର୍ଣ୍ଣମୁଦ୍ରା; ମଉଡ଼ — A gold cion
  • ସଂ. ବି (ତୁଳ. ଗ୍ରୀକ୍ ଦୀନାରିୟସ୍ ଆ. ଦୀନର୍= ଆରବ ଦେଶୀୟ ସ୍ୱର୍ଣ୍ଣମୁଦ୍ରା; ସଂ. ଦୀନ+ଋ ଧାତୁ=ଯାହା ଦରିଦ୍ରକୁ ଦିଆଯାଏ; ଗମନ କରିବା+କର୍ମ. ଅ) — ସ୍ୱର୍ଣ୍ଣଭୂଷା — Gold ornament
  • ସଂ. ବି (ତୁଳ. ଗ୍ରୀକ୍ ଦୀନାରିୟସ୍ ଆ. ଦୀନର୍= ଆରବ ଦେଶୀୟ ସ୍ୱର୍ଣ୍ଣମୁଦ୍ରା; ସଂ. ଦୀନ+ଋ ଧାତୁ=ଯାହା ଦରିଦ୍ରକୁ ଦିଆଯାଏ; ଗମନ କରିବା+କର୍ମ. ଅ) — ପ୍ରାଚୀନ ଭାରତର ସ୍ୱର୍ଣ୍ଣହାର ବା ଶିରୋଭୂଷଣବିଶେଷ (ଅମରକୋଷ) — A kind of necklace used in the ancient times in India
  • ସଂ. ବି (ତୁଳ. ଗ୍ରୀକ୍ ଦୀନାରିୟସ୍ ଆ. ଦୀନର୍= ଆରବ ଦେଶୀୟ ସ୍ୱର୍ଣ୍ଣମୁଦ୍ରା; ସଂ. ଦୀନ+ଋ ଧାତୁ=ଯାହା ଦରିଦ୍ରକୁ ଦିଆଯାଏ; ଗମନ କରିବା+କର୍ମ. ଅ) — ନିଷ୍କ ବା 32 ରତି ପରିମିତ ସ୍ୱର୍ଣ୍ଣ — ନିଷ୍କ ବା32ରତି ପରିମିତ ସ୍ୱର୍ଣ୍ଣ— . A weight of 32 ratis
  • ସଂ. ବି (ତୁଳ. ଗ୍ରୀକ୍ ଦୀନାରିୟସ୍ ଆ. ଦୀନର୍= ଆରବ ଦେଶୀୟ ସ୍ୱର୍ଣ୍ଣମୁଦ୍ରା; ସଂ. ଦୀନ+ଋ ଧାତୁ=ଯାହା ଦରିଦ୍ରକୁ ଦିଆଯାଏ; ଗମନ କରିବା+କର୍ମ. ଅ) — [ଦ୍ର— ଦୀନାର ନାମକ ସ୍ୱର୍ଣ୍ଣ ଓ ରୌପ୍ୟ ମୁଦ୍ରା ଇଉରୋପ ଓ ଆସିଆ ଖଣ୍ଡରେ ବିଶେଷଭାବରେ ଚଳୁଥିଲା । ମୂଷଳମାନମାନେ ଭାରତକୁ ଆସିବା ପୂର୍ବରୁ ଦୀନାର ନାମକ ସ୍ୱର୍ଣ୍ମମୁଦ୍ରା ଭାରତରେ ଚଳୁଥିଲା । ହରିବଂଶ, ମହାବୀରଚରିତରେ ଏବଂ ଚନ୍ଦ୍ରଗୁପ୍ତଙ୍କ ସମୟର ଶିଳାଲିପିରେ ଦୀନାର ସ୍ୱର୍ଣ୍ଣମୁଦ୍ରାର ଉଲ୍ଲେଖ ଅଛି । ଏଥିର ଓଜନ ଥିଲା 32 ରତି । ଅମରକୋଷରେ ଦୀନାରର ଓଜନ ଏକ ନିଷ୍କ ବା 2 ତୋଳା, ଆକବରଙ୍କ ସମୟରେ ଭାରତରେ ଚଳୁଥିବା ଦୀନାର ସ୍ୱର୍ଣ୍ଣମୁଦ୍ରା ଅନ୍ଦାଜ ଅଧତୋଳା ଓଜନର ଥିଲା । ଆରବ ଓ ପାରସ୍ୟରେ ମଧ୍ୟ ପ୍ରାଚୀନ କାଳରେ ଦୀନାର ନାମକ ମୁଦ୍ରା ଚଳୁଥିଲା । ଆରବୀ ଓ ଫାରସୀ କୋଷାକାରମାନେ ଦିନାର୍ ଶବ୍ଦ ଆରବୀ ଥିବାର ଲେଖି ଅଛନ୍ତି । ପ୍ରାଚୀନ ରୋମକମାନେ ଦିନାରିୟସ୍ ନାମରେ ଏକ ସ୍ୱର୍ଣ୍ଣମୁଦ୍ରା ଚଳାଉଥିଲେ । କିନ୍ତୁ ହରିବଂଶର ପ୍ରାଚୀନତା ସ୍ୱୀକାର କଲେ ଦୀନାର ପ୍ରଥମେ ଭାରତରେ ଚଳୁଥିବାର ବୋଲାଯିବ । ହି. ଶବ୍ଦସାଗର ।] — [ଦ୍ର— ଦୀନାର ନାମକ ସ୍ୱର୍ଣ୍ଣ ଓ ରୌପ୍ୟ ମୁଦ୍ରା ଇଉରୋପ ଓ ଆସିଆ ଖଣ୍ଡରେ ବିଶେଷଭାବରେ ଚଳୁଥିଲା ମୂଷଳମାନମାନେ ଭାରତକୁ ଆସିବା ପୂର୍ବରୁ ଦୀନାର ନାମକ ସ୍ୱର୍ଣ୍ମମୁଦ୍ରା ଭାରତରେ ଚଳୁଥିଲା ହରିବଂଶ, ମହାବୀରଚରିତରେ ଏବଂ ଚନ୍ଦ୍ରଗୁପ୍ତଙ୍କ ସମୟର ଶିଳାଲିପିରେ ଦୀନାର ସ୍ୱର୍ଣ୍ଣମୁଦ୍ରାର ଉଲ୍ଲେଖ ଅଛି ଏଥିର ଓଜନ ଥିଲା32ରତି ଅମରକୋଷରେ ଦୀନାରର ଓଜନ ଏକ ନିଷ୍କ ବା2ତୋଳା, ଆକବରଙ୍କ ସମୟରେ ଭାରତରେ ଚଳୁଥିବା ଦୀନାର ସ୍ୱର୍ଣ୍ଣମୁଦ୍ରା ଅନ୍ଦାଜ ଅଧତୋଳା ଓଜନର ଥିଲା ଆରବ ଓ ପାରସ୍ୟରେ ମଧ୍ୟ ପ୍ରାଚୀନ କାଳରେ ଦୀନାର ନାମକ ମୁଦ୍ରା ଚଳୁଥିଲା ଆରବୀ ଓ ଫାରସୀ କୋଷାକାରମାନେ ଦିନାର୍ ଶବ୍ଦ ଆରବୀ ଥିବାର ଲେଖି ଅଛନ୍ତି ପ୍ରାଚୀନ ରୋମକମାନେ ଦିନାରିୟସ୍ ନାମରେ ଏକ ସ୍ୱର୍ଣ୍ଣମୁଦ୍ରା ଚଳାଉଥିଲେ କିନ୍ତୁ ହରିବଂଶର ପ୍ରାଚୀନତା ସ୍ୱୀକାର କଲେ ଦୀନାର ପ୍ରଥମେ ଭାରତରେ ଚଳୁଥିବାର ବୋଲାଯିବ ହି. ଶବ୍ଦସାଗର ]