ଦୀନବନ୍ଧୁ ଦାଶ Dīnabandhu Dāṡa

  • ଦେ. ବି (ନାମ) — ଉତ୍କଳର ଜଣେ ପୁରୁଣା କବି — The name of an old Oria poet
  • ଦେ. ବି (ନାମ) — [ଦ୍ର— ଏ 'ଛାନ୍ଦ ଚାରୁପ୍ରଭା' ନାମରେ ଖଣ୍ଡିଏ ପୁସ୍ତକ ଲେଖି— ଥିଲେ ଓ ଜାତିରେ ବ୍ରାହ୍ମଣ ଥିଲେ । ତାରିଣୀ—ଉତ୍କଳ ସାହିତ୍ୟ ଇତିହାସ ।]