ଦୀନନାଥ Dīnanātha
- ସଂ. ବି—(ଦୀନ+ନାଥ; 6 ଷ୍ଠୀ ତତ୍) — ଦୁଃଖୀଜନଙ୍କ ସ୍ୱାମୀ; ଦରିଦ୍ରର ପାଳକ (ଈଶ୍ୱରଙ୍କ ପ୍ରତି ପ୍ରଯୁଜ୍ୟ) — Protector of the poor; shelter of the indigent (an epithet of God)
- ସଂ. ବି—(ଦୀନ+ନାଥ; 6 ଷ୍ଠୀ ତତ୍) — ଭଗବାନ୍ — God
- ଦେ. ବି. ପୁଂ. — ଲୋକଙ୍କ ନାମ — Name given to males