ଦିହୁଡ଼ିଆ Dihuṟḍ̠iā
- ଦେ. ବି — (ସଂ. ଦୀପଧାରକ) ଦୁହୁଡ଼ିଆ; ଯେ ମସାଲ— ଧରିଥାଏ, ମସାଲ ଧରିଥିବା ଲୋକ — Torch-bearer; the person who carries a hand torch
- ଦେ. ବି — (ସଂ. ଦେହଳୀ ରକ୍ଷକ) ସିଂହଦ୍ୱାର ରକ୍ଷକ — The keeper of the main gate
- ଦେ. ବିଣ. (ଗାଳି) — ସର୍ବନାଶକାରୀ; ଯେ ବଂଶନାଶର ହେତୁ ହୁଏ — Causing ruin; bringing about the ruin of the family
- ପ୍ରାଦେ. (ଯାଜପୁର) ବିଣ — ଯେଉଁ ବଳଦର ସିଂଘରେ ଧଳା ଚିହ୍ନ ଥାଏ — (A bullock) Having white spot on its horns