ଦିହିଙ୍କି Dihiṅki

  • ଦେ. ସର୍ବ. (ଦ୍ୱିବଚନ; ଦ୍ୱିତୀୟା; ସଂ. ଦ୍ୱି) — ଦୁହିଙ୍କୁ; ଦୁଇଜଣଙ୍କୁ; ଉଭୟଙ୍କୁ; ଦୁହିଙ୍କି — To both the two (persons)