ଦିହାତ୍ Dihāt

  • ଦେ. ବି. (ସଂ. ଦେହାନ୍ତ) — ଜୀବିତ କାଳ — Life-time
  • ଦେ. ବି. (ସଂ. ଦେହାନ୍ତ) — (ଯଥା—ଆମ ବାପାଙ୍କ ଦିହାତରେ ଘରତୋଳା ଶେଷ ହୋଇ ପାରି ନ ଥିଲା ।)