ଦିହାତିଆ Dihātiā

  • ଦେ. ବିଣ. (ସଂ. ଦ୍ୱି+ହସ୍ତି) — ଦ୍ୱିହସ୍ତପରିମିତ — Measuring two cubits
  • ଦେ. ବିଣ. (ସଂ. ଦ୍ୱି+ହସ୍ତି) — ଦୁଇହାତରେ କରାଯିବା (କର୍ମ) — Dealt or done with both the hands