ଦିହରେ ଲାଗିବା Dihare lāgibā
- ଦେ. କ୍ରି — (କୌଣସି ଖାଦ୍ୟ) କୌଣସି ବ୍ଯକ୍ତିର ଦେହରେ ବଳ ଓ ପୁଷ୍ଟି ଉତ୍ପାଦନ କରିବା; ପୁଷ୍ଟି ସାଧନା କରିବା — (any food) To produce strength and robustness (in a person or animal)
- ଦେ. କ୍ରି — (ଯଥା—ସେ ନିତି ଛଟାଙ୍କିଏ ଘିଅ ଓ ସେରେ ଦୁଧ ଖାଉଛି, ଅଥଚ ଏ ସବୁ ତା ଦିହରେ ଲାଗୁ ନାହିଁ ।)
- ଦେ. କ୍ରି — (କୌଣସି ବ୍ଯକ୍ତିର) ଶରୀରରେ ସଂଲଗ୍ନ ହେବା ବା ବୋଳାଯିବା — To touch or to be smeared over one's body
- ଦେ. ବି — ଶରୀରର ମାଂସ ବୃଦ୍ଧି ହେବା; ଦେହ ପୁଷ୍ଟ ହେବା — Becoming stout; adding flesh