ଦିହରେ ଯିବା Dihare j̄ibā

  • ଦେ. କ୍ରି — (କୌଣସି କୌଣସି ବ୍ଯକ୍ତିର ବସ୍ତୁ ବା ବିଷୟ) ସ୍ୱାସ୍ଥର ଅନୁକୂଳ ହେବା — Being suited to one's body with one's constitution; to suit one's health
  • ଦେ. କ୍ରି — (ଯଥା—ଖଟା ମୋ ଦହିରେ ଯାଏ ନାହିଁ ।)
  • ଦେ. କ୍ରି — (ଲକ୍ଷଣାର୍ଥ) (କୌଣସି ବିଷୟ) କୌଣସି ବ୍ଯକ୍ତିର ସହ୍ୟ ହେବା — (figurative) (any matter) To be bearable to a person
  • ଦେ. କ୍ରି — (ଯଥା—ଆଜିକାଲିର ସ୍ତ୍ରୀମାନଙ୍କର ବଜାରବୁଲା ମରହଟ୍ଟୀ— ମାନଙ୍କ ଦିହରେ ଯାଉ ନାହିଁ । ଦିନାକେତେ ଏ ସବୁ ସମାଜରେ ଚଳିଗଲେ ତେଣିକି ଏ ସବୁ ବୁଢ଼ାମାନଙ୍କ ଦିହରେ ବେଳେ ଯିବ ଯେ ।)