ଦିହପାଣି Dihapāṇi

  • ପ୍ରାଦେ. (ଗଡ଼ଜାତ) ବି — (ରାଜାଙ୍କ) ସ୍ନାନକ୍ରିୟା — The act of of bathing; bath (of Rājās)
  • ପ୍ରାଦେ. (ଗଡ଼ଜାତ) ବି — (ଯଥା—ବର୍ତ୍ତମାନ ଛାମୁଙ୍କର ଦିହପାଣି ବଢୁଛି ।)