ଦିହକୁ ନେବା Dihaku nebā
- ଦେ. କ୍ରି. — ଆପଣା ଉପରକୁ ଦାୟିତ୍ୱ ନେବା — To take a responsibility to one's shoulders
- ଦେ. କ୍ରି. — ଆପଣା ପ୍ରତି କୌଣସି ବ୍ଯକ୍ତି ଲକ୍ଷ କରୁଅଛି ବୋଲି ଅଭିମାନ କରିବା; ମନୋଦୁଃଖ କରିବା — To take a thing to one's heart
- ଦେ. କ୍ରି. — ତୁ ତ ନୋହୁ, ତୁ କାହିଁ ପାଇଁ ଦିହକୁ ନଉ—ଢଗ।