ଦିହ ସହିବା Diha mashibā
- ଦେ. ବି. (କୌଣସି ବିଷୟ କୌଣସି ବ୍ଯକ୍ତିର) — ସହ୍ୟ ଦେବା — 1. Being bearable
- ଦେ. ବି. (କୌଣସି ବିଷୟ କୌଣସି ବ୍ଯକ୍ତିର) — (ଯଥା—ମୋ ଆଗରେ ମୋ ପୁଅକୁ ମାଡ଼ ଦେଲେ ମୋ ଦିହ ସହିବ ନାହିଁ ।)
- ଦେ. ବି. (କୌଣସି ବିଷୟ କୌଣସି ବ୍ଯକ୍ତିର) — ଅଭ୍ୟାସଦ୍ୱାରା କୌଣସି ବିଷୟ କୌଣସି ବ୍ଯକ୍ତିର ସ୍ୱାସ୍ଥ୍ୟର ଅନୁକୂଳ ହେବା — (any thing) Becoming suitable to a person's constitution by habit