ଦିହ ରଖିବା

  • ଦେ. କ୍ରି. — ଶରୀରରକ୍ଷା କରିବା; ଦିହ ଜଗିବା; ସ୍ୱାସ୍ଥ୍ୟରକ୍ଷା ପ୍ରତି ଦୃଷ୍ଟି ରଖିବା।
  • ଦେ. କ୍ରି. — [ଉ— ଦିହ ରଖି ଧର୍ମ କର। ଢଗ।]
  • ଦେ. କ୍ରି. — ଦେହକୁ ଯେପରି ନ ବାଧିବ ସେହିପରି ପରିଶ୍ରମ କରିବା।
  • ଦେ. କ୍ରି. — [ଯଥା—ଦିହ ରଖି କାମ କର।]