ଦିହ ଦେବା Diha debā

  • ଦେ. କ୍ରି — (ସ୍ତ୍ରୀ ପକ୍ଷରେ) ଆପଣାର ଅଙ୍ଗକୁ ଉପଭୋଗାର୍ଥ ପୁରୁଷଠାରେ ଅର୍ପଣ କରିବା — To dedicate one's body to a male. (said of a female)
  • ଦେ. କ୍ରି — ଦିହ ଲଗାଇ କାମ କରିବା (ଦେଖ) — 2. Diha lagāi kāma karibā (See)