ଦିହ ଥରିବା Diha tharibā

  • ଦେ. ବି — ଶରୀର ସ୍ପନ୍ଦିତ ହେବା — Throbbing of the limbs
  • ଦେ. ବି — ଭୟ ବା ତ୍ରାସ ଯୋଗୁଁ ଶରୀର କମ୍ପିବା — 1. Shaking of the body due to sudden alarm