ଦିହ ଜଗିବା Diha jagibā

  • ଦେ. କ୍ରି — ଆପଣା ଦେହରେ ଆଘାତ ନ ଲାଗିବା ପ୍ରତି ସାବଧାନ ହେବା — To guard one's body from hurt
  • ଦେ. କ୍ରି — ସ୍ୱାସ୍ଥ୍ୟରକ୍ଷା ପ୍ରତି ସାବଧାନ ହେବା — To be watchful for preserving sound health