ଦିସ୍ତା Distā

  • ବୈଦେ. ବି — (ଫା. ଦସ୍ତା) କାଗଜର 24 ଫର୍ଦ୍ଦର ସମାହାର — (ଫା. ଦସ୍ତା) କାଗଜର24ଫର୍ଦ୍ଦର ସମାହାର—. Quire (of paper)
  • ବୈଦେ. ବି — 24 ଟି ଶରର ତାଡ଼ା — 4ଟି ଶରର ତାଡ଼ା— . A bundle of 4 arrows
  • ବୈଦେ. ବି — (ଫା) ହେମାମଦିସ୍ତାର ପୁଆ — The pestle of a mortar
  • ବୈଦେ. ବି — (ଫା. ଦସ୍ତା=ସୂତାର ଗୋଛା; — Skein of thread-ଜ୍ଞାନେନ୍ଦ୍ର) ଲୁଗାର ସୂତା ଘୁଞ୍ଚି ଯାଇ ଏକସ୍ଥାନରେ ଗୋଛା ହୋଇ ଜମା ହେବା ଓ ଅନ୍ଯ ସ୍ଥାନ ମେଲା ହୋଇଥିବା ଅବସ୍ଥା—3. The state of the skeins of the thread of a cloth being gathered up at one place and thinned out at another
  • ବୈଦେ. ବିଣ — ଯେଉଁ ଲୁଗା କଚାହେବା ଦୋଷରୁ ସୂତାଯାକ ସ୍ୱ ସ୍ୱ ସ୍ଥାନରୁ ଘୁଞ୍ଚି ଯାଇ ଏକସ୍ଥାନରେ ଗୋଛା ହୋଇଯାଇଥାଏ — (a cloth) Of which the skeins of thread have moved away from their proper positions and gathered up at one place