ଦିଶି ଯିବା Diṡi j̄ibā
- ଦେ. କ୍ରି (ସଂ ଦୃଶ୍ ଧାତୁ) — ହଠାତ୍ ଦେଖାଯିବା — To be suddenly or unexpectedly seen
- ଦେ. କ୍ରି (ସଂ ଦୃଶ୍ ଧାତୁ) — ହଠାତ୍ ବୋଧହେବା; ଜଣାପଡ଼ିଯିବା — To be suddenly felt; to come to one's mind very suddenly; to strike one's mind
- ଦେ. କ୍ରି (ସଂ ଦୃଶ୍ ଧାତୁ) — କଳ୍ପନାଦ୍ୱାରା ପ୍ରତିଫଳିତ ବା ପ୍ରତିଭାତ ହେବା — To dance before the mind's eye
- ଦେ. କ୍ରି (ସଂ ଦୃଶ୍ ଧାତୁ) — (ଯଥା—ନିତି ତା ମୁହଁ ମତେ ଦିଶିଯାଉଛି।)