ଦିଶା ମୁଖ Diṡā mukha

  • ସଂ. ବି (ଦିଶା+ମୁଖ; 6 ଷ୍ଠୀ ତତ୍) — ଦିଗମାନଙ୍କର ମୁଖ; ଚତୁର୍ଦିଗ — All sides
  • ସଂ. ବି (ଦିଶା+ମୁଖ; 6 ଷ୍ଠୀ ତତ୍) — ଚାରୁ ଚନ୍ଦ୍ରୋଦୟା ମଶାଲ ପାଖେ ବହ୍ନି ଜାଳିବ ଯେବେ ଦିଶାମୁଖେ। କବିସୂର୍ଯ୍ୟ. କବିତାକଲ୍ଲୋଳ।