ଦିଲ୍ଦାର୍ Dil-dār
- ବୈଦେ. ବିଣ (ଫା. ଦିଲଦାର୍; ଦରିଆ ଦିଲ୍) — ପ୍ରଶସ୍ତମନା; ଉଚ୍ଚମନା; ମହାନୁଭବ; ଉଦାର — Magnanimous: liberal-minded
- ବୈଦେ. ବିଣ (ଫା. ଦିଲଦାର୍; ଦରିଆ ଦିଲ୍) — ମନୁଆ — Following one's bent of mind; having one's ways
- ବୈଦେ. ବିଣ (ଫା. ଦିଲଦାର୍; ଦରିଆ ଦିଲ୍) — ମୁକ୍ତହସ୍ତ; ଖୁବ୍ ଦାନଶୀଳ — Liberal; bounteous
- ବୈଦେ. ବିଣ (ଫା. ଦିଲଦାର୍; ଦରିଆ ଦିଲ୍) — ରସିକ — Witty; humorous; funny
- ବୈଦେ. ବିଣ (ଫା. ଦିଲଦାର୍; ଦରିଆ ଦିଲ୍) — ପ୍ରେମୀ — Loving
- ବୈଦେ. ବିଣ (ଫା. ଦିଲଦାର୍; ଦରିଆ ଦିଲ୍) — ମଉଜୀ — Fond of amusements