ଦିବ୍ୟାସନ Dibyāsana

  • ସଂ. ବି. (ଦିବ୍ୟ+ଆସନ; କର୍ମଧା) — ଉତ୍ତମ ଆସନ; ସୁନ୍ଦର ଆସନ — A good or excellent seat
  • ସଂ. ବି. (ଦିବ୍ୟ+ଆସନ; କର୍ମଧା) — ବସାଇଣ ହିରଣ୍ୟଗର୍ଭଙ୍କୁ ଦିବ୍ୟାସନେ । କୃଷ୍ଣସିଂହ. ମହାଭାରତ. ଆଦି ।