ଦିବ୍ୟଜ୍ଞାନ Dibya jn̄āna
- ସଂ. ବି. (ଦିବ୍ଯ+ଜ୍ଞାନ; କର୍ମଧା) — ପରୋକ୍ଷବିଷୟକ ଜ୍ଞାନ — Supernatural; knowledge; faculty of seeing things invisible to the ordinary eye
- ସଂ. ବି. (ଦିବ୍ଯ+ଜ୍ଞାନ; କର୍ମଧା) — ସ୍ୱର୍ଗୀୟ ଜ୍ଞାନ — Divine knowledge
- ସଂ. ବିଣ—(ଦିବ୍ଯ+ଜ୍ଞାନ; ବହୁବ୍ରୀହି) — ସ୍ୱର୍ଗୀୟ ଜ୍ଞାନଯୁକ୍ତ — Possessed of divine knowledge or supernatural insight