ଦିବ୍ୟ ଶ୍ରୋତ୍ର Dibya ṡrotra

  • ସଂ. ବି (କର୍ମଧା; ଦିବ୍ୟ+ଶ୍ରୋତ୍ର) — ଯେଉଁ କାନକୁ ଅନ୍ୟମାନଙ୍କୁ ଶୁଣା ନ ଯିବା ଶବ୍ଦ ମଧ୍ୟ ଶୁଣାଯାଏ (ହି. ଶବ୍ଦସାଗର) — An ear which can hear sounds inaudible to others