ଦିବ୍ୟ ଲୋକ Dibya loka

  • ସଂ. ବି (କର୍ମଧା; ଦିବ୍ୟ+ଲୋକ) — ସ୍ୱର୍ଗଲୋକ; ଯେଉଁ ସ୍ଥାନରେ ଦେବତାମାନେ ବାସ କରନ୍ତି — The heaven; the abode of the Gods