ଦିବ୍ୟ ରଥ Dibya ratha

  • ସଂ. ବି (କର୍ମଧା; ଦିବ୍ୟ+ରଥ) — ଦେବଯାନ — A celestial car
  • ସଂ. ବି (କର୍ମଧା; ଦିବ୍ୟ+ରଥ) — ସ୍ୱର୍ଗୀୟ ଦେବତାମାନଙ୍କ ରଥ — Car used by the gods
  • ସଂ. ବି (କର୍ମଧା; ଦିବ୍ୟ+ରଥ) — ବ୍ୟୋମଯାନ; ଆକାଶବିହାରୀ ରଥ — Balloon; aeroplane