ଦିବ୍ୟ ରତ୍ନ Dibya ratna

  • ସଂ. ବି (କର୍ମଧା; ଦିବ୍ୟ+ରତ୍ନ) — ଚିନ୍ତାମଣି ନାମକ ରତ୍ନ; ବାଞ୍ଛିତ ଫଳଦାୟକ ରତ୍ନବିଶେଷ — A mythological gem said to possess the power of granting the wishes to the wearer