ଦିବ୍ୟ ଭୋଜନ Dibya bhojana

  • ସଂ. ବି (କର୍ମଧା; ଦିବ୍ୟ+ଭୋଜନ) — ସୁଭୋଜନ; ସୁଖାଦ୍ୟ ଦ୍ରବ୍ୟର ଭୋଜନ — A delicious meal
  • ସଂ. ବି (କର୍ମଧା; ଦିବ୍ୟ+ଭୋଜନ) — ପୂର୍ଣ୍ଣ ଭୋଜନ — A bellyful