ଦିବ୍ୟ ଭୀରୁ Dibya bhīru

  • ସଂ. ବି (କର୍ମଧା; ଦିବ୍ଯା+ଭୀରୁ) — ଦିବ୍ଯ ନାରୀ (ଦେଖ) — Dibya nārī (See)
  • ସଂ. ବି (କର୍ମଧା; ଦିବ୍ଯା+ଭୀରୁ) — ବ୍ୟୁତ୍ପତ୍ତ ଉତ୍ତରକୁରୁ ଭୋଗପ୍ରାୟ ଦିବ୍ୟଭୀରୁ ସେକିଲେ ଫୁଲ ଚନ୍ଦନେ ଶୋହି ଯେ । ଭଞ୍ଜ. ବୈଦେହୀଶବିଳାସ ।