ଦିବ୍ୟ ପୁରୁଷ Dibya purusha

  • ସଂ. ବି — ଦେବପୁରୁଷ; ମନୁଷ୍ୟରୂପେ ଅବତୀର୍ଣ୍ଣ ଦେବ — A divine being; a god assuming the form of a human being
  • ସଂ. ବି — ସ୍ୱର୍ଗଦୂତ — An angel
  • ସଂ. ବି — ମଧ୍ୟମ ପାଣ୍ଡବେ ଚାହିଁ ସେ ଦିବ୍ୟପୁରୁଷ ବୋଇଲେ, "ହେ ବୀର, ଚିହ୍ନି ପାରିଲାଟି ମୋତେ?"—ରାଧାନାଥ. ମହାଯାତ୍ରା।
  • ସଂ. ବି — ଅତି ସୁନ୍ଦର ମନୁଷ୍ୟ — A very fine-looking man