ଦିବ୍ୟ ଦୋହଦ Dibya dohada

  • ସଂ. ବି — କୌଣସି ବ୍ଯକ୍ତିର ଅଭ୍ୟାସସିଦ୍ଧି ପାଇଁ ଦେବତାଙ୍କୁ ଅର୍ପିତ କରାଯିବା ପୂର୍ବରୁ ଉତ୍ସୃଷ୍ଟ ପଦାର୍ଥ; ବାଞ୍ଛା ସିଦ୍ଧ ହେଲେ ଭକ୍ତ ଦେବତାଙ୍କୁ ଯେଉଁ ପଦାର୍ଥ ଅର୍ପଣ କରିବା ପାଇଁ ମନାସି ଥାଏ (ହି. ଶବ୍ଦ— ସାଗର) — A thing which is offered to a Deity as a result of a solemn vow or dedication that the doner will give it to the Deity if his or her wish be fulfilled through the Grace of the Deity