ଦିବୋକସ୍ Dibokas
- ସଂ. ବି. (ଦିନ=ସ୍ୱର୍ଗ+ଓକସ୍=ବାସସ୍ଥାନ ଯାହାଙ୍କର; ବହୁବ୍ରୀହି; ଏଥିର ପ୍ରଥମା 1 ବ. ଦିବୋକା) — ଦେବତା — Deity; Divine beings
- ସଂ. ବି. (ଦିନ=ସ୍ୱର୍ଗ+ଓକସ୍=ବାସସ୍ଥାନ ଯାହାଙ୍କର; ବହୁବ୍ରୀହି; ଏଥିର ପ୍ରଥମା 1 ବ. ଦିବୋକା) — ଚାତକ ପକ୍ଷୀ (ହି. ଶବ୍ଦସାଗର) — The pied-crested coccyster