ଦିବିଷ୍ଟ Dibisṭha

  • ସଂ. ବିଣ. ପୁଂ. (ସଂ. ଦିବି=ସ୍ୱର୍ଗରେ+ସ୍ଥା ଧାତୁ+କର୍ତ୍ତୃ. ଅ) — ସ୍ୱର୍ଗସ୍ଥ; ସ୍ୱର୍ଗୀୟ — Heavenly
  • ସଂ. ବି. — ଦେବତା — Deity