ଦିବିଷଦ୍ Dibishad

  • ସଂ. ବି. (ସଂ. ଦିବି=ସ୍ୱର୍ଗରେ+ସଦ୍ ଧାତୁ=ଯିବା+କର୍ତ୍ତୃ. କ୍ୱିପ୍) — ଦେବତା — Deity; the Gods
  • ବିଣ. — ସ୍ୱର୍ଗରେ ବାସକାରୀ — Residing in heaven