ଦିବାଲିଆ Dibāliā

  • ବୈଦେ. ବିଣ. (ଫା) — ଋଣ ପରିଶୋଧ କରିବାକୁ ଅସମର୍ଥ (ବ୍ଯକ୍ତି) — Insolvent (debtor)
  • ବୈଦେ. ବିଣ. (ଫା) — ଅସ୍ତବ୍ୟସ୍ତ — Pulled down; troubled
  • ବୈଦେ. ବିଣ. (ଫା) — ଦୁଃଖଗ୍ରସ୍ତ — Afflicted