ଦିବାଲା Dubālā

  • ଦେ. ବିଣ. (ସଂ. ଦୁର୍ବଳ) — ଦୁର୍ବଳ — Weak
  • ଦେ. ବିଣ. (ସଂ. ଦୁର୍ବଳ) — ଦିବାଲା ହେବାର ଦେହ ମଜ୍ଜାସାର; ଜାଣି ଯା ହେଲା ମାନସ ମୋର । କବିସୂର୍ଯ୍ୟ. କିଶୋରଚମ୍ପୁ. ତ ଗୀତ।
  • ବୈଦେ. ବିଣ. (ଫା) — ଦିବାଲିଆ (ଦେଖ) — Dibāliā (See)