ଦିବା କୀର୍ତ୍ତି Dibākīrti

  • ସଂ. ବି— 1 । (ଦିବା=ଦିବସରେ+କୀର୍ତ୍ତି=ବ୍ୟାପାର ଯାହାର, ବହୁବ୍ରୀହି; ରାତିରେ କ୍ଷୌର କର୍ମ ନିଷିଦ୍ଧ ଥିବାରୁ) — ନାପିତ; ଭଣ୍ଡାରି — Barber
  • ସଂ. ବି— 1 । (ଦିବା=ଦିବସରେ+କୀର୍ତ୍ତି=ବ୍ୟାପାର ଯାହାର, ବହୁବ୍ରୀହି; ରାତିରେ କ୍ଷୌର କର୍ମ ନିଷିଦ୍ଧ ଥିବାରୁ) — (ଦିବା+ଅକୀର୍ତ୍ତି; ଦିବସରେ ଅକୀର୍ତ୍ତି ଯାହାର) ପେଚକ; ପେଚା — Owl
  • ସଂ. ବି— 1 । (ଦିବା=ଦିବସରେ+କୀର୍ତ୍ତି=ବ୍ୟାପାର ଯାହାର, ବହୁବ୍ରୀହି; ରାତିରେ କ୍ଷୌର କର୍ମ ନିଷିଦ୍ଧ ଥିବାରୁ) — ଚାଣ୍ଡାଳ — A sweeper; a person of the untouchable caste