ଦିବସ୍ପତି Dibaspati

  • ସଂ. ବି (ଦିବଃ—ସ୍ୱର୍ଗର+ପତି; 6 ଷ୍ଠୀ ତତ୍) — ଇନ୍ଦ୍ର — Indra
  • ସଂ. ବି (ଦିବଃ—ସ୍ୱର୍ଗର+ପତି; 6 ଷ୍ଠୀ ତତ୍) — ସବୁକାଳେ ମିତ୍ରପଣ ଥିବ; ମତେ ଦିବସ୍ପତି ପଦ ଦେବ— ଉପେନ୍ଦ୍ରଭଞ୍ଜ. ଲାବଣ୍ୟବତୀ।
  • ସଂ. ବି (ଦିବଃ—ସ୍ୱର୍ଗର+ପତି; 6 ଷ୍ଠୀ ତତ୍) — ସୂର୍ଯ୍ୟ — The sun