ଦିପଦହି Dipadahi

  • ଦେ. ବି. (ସଂ. ଦୀପ ଓ ଦଧି; ତୁଳ. ମଥା ଦହି=ତୈଳ) — ତୈଳ; ଜଳିବା ତେଲ — Oil for lamp
  • ଦେ. ବି. (ସଂ. ଦୀପ ଓ ଦଧି; ତୁଳ. ମଥା ଦହି=ତୈଳ) — ଦିପରୁଖା ବସିଥିବ, ଦିପଦହି ପଡ଼ୁଥିବ। ଶିଶୁ ଗୀତ।
  • ଦେ. ବି. (ସଂ. ଦୀପ ଓ ଦଧି; ତୁଳ. ମଥା ଦହି=ତୈଳ) — (ଦ୍ୱି+ପଦ+ହିଁ) କେବଳ ଦୁଇ ପଦ କଥା — Two sentences only