ଦିପଦଣ୍ଡି Dipadaṇḍi
- ଦେ. ବି (ସଂ. ଦ୍ୱୀପ ଓ ଦଣ୍ଡରୁ) — ପୋଖରୀର ମଧ୍ୟସ୍ଥଳରେ ପୋତାଯିବା ବେଲକାଠର ଖୁଣ୍ଟ — A wooden post erected in the middle of a tank or lake
- ଦେ. ବି (ସଂ. ଦ୍ୱୀପ ଓ ଦଣ୍ଡରୁ) — ପୋଖରୀ ମଧ୍ୟସ୍ଥଳରେ ନିର୍ମିତ ମଣ୍ଡପ — A raised masonry platform in the middle of a pond
- ଦେ. ବି (ସଂ. ଦ୍ୱୀପ ଓ ଦଣ୍ଡରୁ) — ରଥାଙ୍ଗ ମିଥୁନ ଦୀପଦଣ୍ଡି ଛାଡ଼ି, ଗଲେ ବିପରୀତ ତୀରେ। ରାଧାନାଥ।