ଦିପଟିଆ Di paṭiā

  • ଦେ. ବି. — ଉଭୟ ପକ୍ଷକୁ ସମର୍ଥନ କରୁଥିବା — Favouring both parties or sides
  • ଦେ. ବି. — (ଯଥା—ଏମିତି ଦିପଟିଆ ବିଚାର ସୁନ୍ଦର ଦିଶେ ନାହିଁ।)